[go: up one dir, main page]

Jump to content

କର୍ଣ୍ଣାଟକ

ଉଇକିପିଡ଼ିଆ‌ରୁ

ତୃଟି: the {{Wikify}} template is deprecated and has been deemed by the community as too ambiguous; please do not use/transclude/substitute it. Instead, use a more specific template, such as those listed in this template's documentation.

କର୍ଣ୍ଣାଟକ
ಕರ್ನಾಟಕ
ମହୀଶୂର ରାଜ ପ୍ରାସାଦ, ୱଡ଼େୟାର ରାଜୱଂଶର ପୂର୍ବତମ ରାଜଧାନୀ, କର୍ଣ୍ଣାଟକର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ
ମହୀଶୂର ରାଜ ପ୍ରାସାଦ, ୱଡ଼େୟାର ରାଜୱଂଶର ପୂର୍ବତମ ରାଜଧାନୀ, କର୍ଣ୍ଣାଟକର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ
Official seal of କର୍ଣ୍ଣାଟକ
କର୍ଣ୍ଣାଟକର ଅବସ୍ଥାନ
କର୍ଣ୍ଣାଟକର ଅବସ୍ଥାନ
କର୍ଣ୍ଣାଟକର ମାନଚିତ୍ର
କର୍ଣ୍ଣାଟକର ମାନଚିତ୍ର
ଦେଶ ଭାରତ
ସ୍ଥାପନ୧ ନଭେମ୍ବର ୧୯୫୬
ରାଜଧାନୀବେଙ୍ଗାଳୁରୁ
ବୃହତ୍ତମ ନଗରବେଙ୍ଗାଳୁରୁ
ଜିଲ୍ଲା୩୦
Government
 • ରାଜ୍ୟପାଳହଂସରାଜ ଭରଦ୍ୱାଜ
 • ମୁଖ୍ୟମନ୍ତ୍ରୀସିଦ୍ଦରମେୟା
 • ନ୍ୟାୟପାଳିକାଦୁଇ ନ୍ୟାୟପାଳିକା (୨୨୪+୭୫ ଆସନ)
Area
 • ସମୁଦାୟ1,91,791 km2 (74,051 sq mi)
 • Rankଅଷ୍ଟମ (୮ମ)
Population
 (୨୦୧୧)
 • Total୬୧୧୩୦୭୦୪
 • Rankନବମ (୯ମ)
 • Density320/km2 (830/sq mi)
Time zoneUTC+୦୫:୩୦ (IST)
ISO 3166 codeIN-KA
HDIIncrease ୦.୬୦୦ (ମଧ୍ୟମ)
HDI କ୍ରମାଙ୍କ୨୫ ତମ(୨୦୦୫)
ସାକ୍ଷରତା୬୯.୩%
ସରକାରୀ ଭାଷାକନ୍ନଡ଼, ଇଂରାଜୀ
Websitekarunadu.gov.in

କର୍ଣ୍ଣାଟକ (କନ୍ନଡ: ಕರ್ನಾಟಕ) ଦକ୍ଷିଣ-ପଶ୍ଚିମ ଭାରତର ଏକ ରାଜ୍ୟ । ୧୯୫୬ ମସିହା ନଭେମ୍ବର ୧ ତାରିଖରେ ରାଜ୍ୟ ପୁନର୍ଗଠନ ଆଇନ ବଳରେ ଏହି ରାଜ୍ୟ ସ୍ଥାପିତ ହୋଇଥିଲା । ଏହାର ପୂର୍ବ ନାମ ମହୀଶୂର ଥିଲା । ୧୯୭୩ ମସିହାରେ ଏହାର ନୂତନ ନାମକରଣ ହେଲା କର୍ଣ୍ଣାଟକ । କର୍ଣ୍ଣାଟକର ପଶ୍ଚିମରେ ଆରବ ସାଗର, ଉତ୍ତର-ପଶ୍ଚିମରେ ଗୋଆ, ଉତ୍ତରରେ ମହାରାଷ୍ଟ୍ର, ଉତ୍ତର-ପୂର୍ବରେ ତେଲେଙ୍ଗାନା, ପୂର୍ବରେ ଆନ୍ଧ୍ର ପ୍ରଦେଶ, ଦକ୍ଷିଣ-ପୂର୍ବରେ ତାମିଲନାଡ଼ୁ ଓ ଦକ୍ଷିଣ-ପଶ୍ଚିମରେ କେରଳ ଅବସ୍ଥିତ । ରାଜ୍ୟର ମୋଟ ଆୟତନ ୧,୯୧,୭୯୧ ବର୍ଗକିଲୋମିଟର ଓ ଭାରତର ମୋଟ ଆୟତନର ୫.୮୩ ପ୍ରତିଶତ । ଏହି ରାଜ୍ୟର ଜିଲ୍ଲା ସଂଖ୍ୟା ୩୦ ଓ ସରକାରୀ ଭାଷା କନ୍ନଡ଼

ଭୂଗୋଳ

[ସମ୍ପାଦନା]

ଇତିହାସ

[ସମ୍ପାଦନା]

ଭାଷା ଓ ସାହିତ୍ୟ

[ସମ୍ପାଦନା]

କନ୍ନଡ଼ ହେଉଛି ଏହାର ମାତୃଭାଷା ।

ଅଧିକ ତଥ୍ୟ

[ସମ୍ପାଦନା]